menu
{ "item_title" : "Amrapalli", "item_author" : [" Sasmita Kar", "Sukriti Kar "], "item_description" : "ମୁଁ ପୁଣି ଫେରିବି / ଧୂସରିତ ପୃଥିବୀ ବକ୍ଷରେ / ଛନଛନ ଘାସ ଫୁଲ / ଗୋଧୂଳିର ଚଢ଼େଇ ଗୀତରେ / ଜୁକୁଜୁକୁ ତରାଟିଏ ହେଇ / ଉଆଁସିଆ ଅନ୍ଧାର ରାତିରେ । ଏମିତି କୋମଳ ଶବ୍ଦ ପ୍ରାଚୁର୍ଯ୍ୟ ଏବଂ ସମ୍ଭାବନାକୁ ନେଇ ପରିପୁଷ୍ଟ କବି ଡଃ ସସ୍ମିତା କରଙ୍କ ସଂକଳନ 'ଆମ୍ରପଲ୍ଲୀ' । ଏହା ପୂର୍ବରୁ ତାଙ୍କର 'ଗୋଟେ ଗାଉଁଲି ଝିଅର କଥା' ଏବଂ 'ଦେଖାହେଲେ କହିବି' କବିତା ସଂକଳନ ପ୍ରକାଶିତ । ବୌଦ୍ଧଯୁଗୀୟ ବୈଶାଳୀ ଗଣରାଜ୍ୟର ରାଜନର୍ତ୍ତକୀ ଆମ୍ରପଲ୍ଲୀର ଅପରୂପ ସୌନ୍ଦର୍ଯ୍ୟ, ତାର ନଗରବଧୂରେ ପରିବର୍ତ୍ତିତ ହେବାର ଅସହାୟତା, ଗଣିକା ଭାବେ ନିଜ ଦେହକୁ ପଳପଳ କରି ବାଣ୍ଟିଦେବାର ବ୍ୟଥା ଓ ବେଦନା, ସର୍ବୋପରି ସାଂସାରିକ ମୋହମାୟାର କ୍ଷଣଭଙ୍ଗୁରତାକୁ ଉପଲବ୍ଧି କରି ମହାନ କାରୁଣିକ ତଥାଗତ ବୁଦ୍ଧଙ୍କ ଶରଣାପନ୍ନ ହେବାର ଆଗ୍ରହ ଓ ସମର୍ପଣର ଗାଥା ବହନ କରେ 'ଆମ୍ରପଲ୍ଲୀ' । ସମ୍ପ୍ରତି କବୟିତ୍ରୀ ଡଃ କର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଶିକ୍ଷା ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ।", "item_img_path" : "https://covers3.booksamillion.com/covers/bam/1/64/560/419/1645604195_b.jpg", "price_data" : { "retail_price" : "12.00", "online_price" : "12.00", "our_price" : "12.00", "club_price" : "12.00", "savings_pct" : "0", "savings_amt" : "0.00", "club_savings_pct" : "0", "club_savings_amt" : "0.00", "discount_pct" : "10", "store_price" : "" } }
Amrapalli|Sasmita Kar

Amrapalli

local_shippingShip to Me
In Stock.
FREE Shipping for Club Members help

Overview

ମୁଁ ପୁଣି ଫେରିବି / ଧୂସରିତ ପୃଥିବୀ ବକ୍ଷରେ / ଛନଛନ ଘାସ ଫୁଲ / ଗୋଧୂଳିର ଚଢ଼େଇ ଗୀତରେ / ଜୁକୁଜୁକୁ ତରାଟିଏ ହେଇ / ଉଆଁସିଆ ଅନ୍ଧାର ରାତିରେ । ଏମିତି କୋମଳ ଶବ୍ଦ ପ୍ରାଚୁର୍ଯ୍ୟ ଏବଂ ସମ୍ଭାବନାକୁ ନେଇ ପରିପୁଷ୍ଟ କବି ଡଃ ସସ୍ମିତା କରଙ୍କ ସଂକଳନ 'ଆମ୍ରପଲ୍ଲୀ' । ଏହା ପୂର୍ବରୁ ତାଙ୍କର 'ଗୋଟେ ଗାଉଁଲି ଝିଅର କଥା' ଏବଂ 'ଦେଖାହେଲେ କହିବି' କବିତା ସଂକଳନ ପ୍ରକାଶିତ । ବୌଦ୍ଧଯୁଗୀୟ ବୈଶାଳୀ ଗଣରାଜ୍ୟର ରାଜନର୍ତ୍ତକୀ ଆମ୍ରପଲ୍ଲୀର ଅପରୂପ ସୌନ୍ଦର୍ଯ୍ୟ, ତାର ନଗରବଧୂରେ ପରିବର୍ତ୍ତିତ ହେବାର ଅସହାୟତା, ଗଣିକା ଭାବେ ନିଜ ଦେହକୁ ପଳପଳ କରି ବାଣ୍ଟିଦେବାର ବ୍ୟଥା ଓ ବେଦନା, ସର୍ବୋପରି ସାଂସାରିକ ମୋହମାୟାର କ୍ଷଣଭଙ୍ଗୁରତାକୁ ଉପଲବ୍ଧି କରି ମହାନ କାରୁଣିକ ତଥାଗତ ବୁଦ୍ଧଙ୍କ ଶରଣାପନ୍ନ ହେବାର ଆଗ୍ରହ ଓ ସମର୍ପଣର ଗାଥା ବହନ କରେ 'ଆମ୍ରପଲ୍ଲୀ' । ସମ୍ପ୍ରତି କବୟିତ୍ରୀ ଡଃ କର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଶିକ୍ଷା ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ।

This item is Non-Returnable

Details

  • ISBN-13: 9781645604198
  • ISBN-10: 1645604195
  • Publisher: Black Eagle Books
  • Publish Date: August 2023
  • Dimensions: 8.5 x 5.5 x 0.26 inches
  • Shipping Weight: 0.32 pounds
  • Page Count: 108

Related Categories

You May Also Like...

    1

BAM Customer Reviews