menu
{ "item_title" : "Madhushala (ମ", "item_author" : [" Harivansh Rai Bachchan", "Manoranjan Pattanayak "], "item_description" : "ସାଧାରଣ ଓ ସରଳ ଶବ୍ଦକୁ କବିତା-ପାତ୍ରରେ ଢ଼ାଳିକରି ହିନ୍ଦୀ-ସାହିତ୍ୟର ରସକମାନଙ୍କୁ 'କାବ୍ୟରସ' ପାନ କରାଇବାରେ ହରିବଂଶରାୟ ବଚ୍ଚନ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଖର ଛାୟାବାଦ ଓ ଆଧୁନିକ ପ୍ରଗତିବାଦର ସିଏ ଥିଲେ ଗୋଟିଏ ପ୍ରମୁଖ ସ୍ତମ୍ଭ । 'ବଚ୍ଚନ'ଙ୍କର ୧୯୩୫ ମସିହାରେ ପ୍ରକାଶିତ ହୋଇଥିବା ଦୀର୍ଘ କବିତାଗ୍ରନ୍ଥ (ଯେଉଁଥିରେ ୧୩୫ଟି ରୁବାଇୟାତ ରହିଛି) 'ମଧୁଶାଳା' ତାଙ୍କୁ ଏକ ଅଲଗା ପ୍ରସିଦ୍ଧି ପ୍ରଦାନ କଲା । ହୃଦୟକୁ ସ୍ପର୍ଶ କଲାପରି କାର୍ଯ୍ୟଶୈଳୀ ବର୍ତ୍ତମାନ ସମୟରେ ବି ପ୍ରତ୍ୟେକ ବୟସର ଲୋକମାନଙ୍କ ଉପରେ ଆପଣାର ପ୍ରଭାବ ଛାଡ଼ିଯାଏ । 'ବଚ୍ଚନ'ଙ୍କ କବିତାର ସାହିତ୍ୟିକ ମହତ୍ତ୍ୱ ବିଷୟରେ ଅନେକ ମତ ରହିଛି । 'ବଚନ'ଙ୍କ କାବ୍ୟର ବିଲକ୍ଷଣତା ହିଁ ତାଙ୍କର ଲୋକପ୍ରିୟତା । ଏହା ନିଃସଂକୋଚ ଭାବରେ କୁହାଯାଇପାରେ ଯେ ଆଜି ବି ହିନ୍ଦୀରେ ନୁହେଁ, ସାରା ଭାରତର ସର୍ବାଧିକ ଲୋକପ୍ରିୟ କବିମାନଙ୍କ ମଧ୍ୟରେ 'ବଚ୍ଚନ'ଙ୍କ ନାମ ସୁରକ୍ଷିତ । ୧୯୩୫ ମସିହାରେ 'ମଧୁଶାଳା' ପ୍ରକାଶ ପାଇବାପରେ ତାଙ୍କ ନାଆଁ ଗୋଟିଏ ଗଗନଭେଦୀ ରକେଟ ପରି ତୀବ୍ରବେଗରେ ଉଠିକରି ସାହିତ୍ୟଜଗତ ଉପରେ ଛାଇଗଲା । ନିଜର ସବୁ ସହଜ ସାର୍ବଜନୀନତା ସତ୍ତ୍ୱେ 'ବଚ୍ଚନ'ଙ୍କ କବିତା ନିତାନ୍ତ ବୈକ୍ତିକ, ଆତ୍ମସ୍ଫୁର୍ତ୍ତି ଓ ଆତ୍ମକୈନ୍ଦ୍ରିକ ହୋଇଥାଏ । 'ବଚ୍ଚନ'ଙ୍କ କବିତାର ଲୋକପ୍ରିୟତାର ପ୍ରଧାନ କାରଣ ତାଙ୍କର ସହଜତା ଓ ସରଳ ସଂବେଦନା ତାହାର ଅନୁଭୂତିମୂଳକ ସତ୍ୟତା କାରଣରୁ ଉପଲବ୍ଧ ହୋଇ ପାରିଲା । 'ବଚ୍ଚନ' ଯେଉଁ 'ମଧୁଶାଳା' ରଚନା କଲେ ତାହା ଥିଲା ତାଙ୍କ ଯୌବନ କାଳର ଅଭିବ୍ୟକ୍ତି । 'ବଚ୍ଚନ'ଙ୍କ 'ମଧୁଶାଳା' ଅବସାଦକୁ ଦୂରକରି ରୂପ, ରସ, ଗନ୍ଧର ମତ୍ତତାକୁ ନେଇକରି ଆସିଲା । ଗୋଟିଏ ଗତି, ଲୟ ଏବଂ ପ୍ରବାହକୁ ସାଙ୍ଗରେ ନେଇକରି ଆସିଲା । ଜନତା ତାକୁ ତତକ୍ଷଣ ସ୍ୱୀକାର କଲେ ଏବଂ ତାହା ଜନତାଙ୍କ କବିତା ରୂପେ ପରିଣତ ହେଲା ।", "item_img_path" : "https://covers1.booksamillion.com/covers/bam/1/64/560/383/1645603830_b.jpg", "price_data" : { "retail_price" : "14.00", "online_price" : "14.00", "our_price" : "14.00", "club_price" : "14.00", "savings_pct" : "0", "savings_amt" : "0.00", "club_savings_pct" : "0", "club_savings_amt" : "0.00", "discount_pct" : "10", "store_price" : "" } }
Madhushala (&#2862|Harivansh Rai Bachchan

Madhushala (ମ : ଧୁଶାଳା)

local_shippingShip to Me
In Stock.
FREE Shipping for Club Members help

Overview

ସାଧାରଣ ଓ ସରଳ ଶବ୍ଦକୁ କବିତା-ପାତ୍ରରେ ଢ଼ାଳିକରି ହିନ୍ଦୀ-ସାହିତ୍ୟର ରସକମାନଙ୍କୁ 'କାବ୍ୟରସ' ପାନ କରାଇବାରେ ହରିବଂଶରାୟ ବଚ୍ଚନ କୃତକାର୍ଯ୍ୟ ହୋଇଛନ୍ତି । ପ୍ରଖର ଛାୟାବାଦ ଓ ଆଧୁନିକ ପ୍ରଗତିବାଦର ସିଏ ଥିଲେ ଗୋଟିଏ ପ୍ରମୁଖ ସ୍ତମ୍ଭ ।

'ବଚ୍ଚନ'ଙ୍କର ୧୯୩୫ ମସିହାରେ ପ୍ରକାଶିତ ହୋଇଥିବା ଦୀର୍ଘ କବିତାଗ୍ରନ୍ଥ (ଯେଉଁଥିରେ ୧୩୫ଟି ରୁବାଇୟାତ ରହିଛି) 'ମଧୁଶାଳା' ତାଙ୍କୁ ଏକ ଅଲଗା ପ୍ରସିଦ୍ଧି ପ୍ରଦାନ କଲା । ହୃଦୟକୁ ସ୍ପର୍ଶ କଲାପରି କାର୍ଯ୍ୟଶୈଳୀ ବର୍ତ୍ତମାନ ସମୟରେ ବି ପ୍ରତ୍ୟେକ ବୟସର ଲୋକମାନଙ୍କ ଉପରେ ଆପଣାର ପ୍ରଭାବ ଛାଡ଼ିଯାଏ ।

'ବଚ୍ଚନ'ଙ୍କ କବିତାର ସାହିତ୍ୟିକ ମହତ୍ତ୍ୱ ବିଷୟରେ ଅନେକ ମତ ରହିଛି । 'ବଚନ'ଙ୍କ କାବ୍ୟର ବିଲକ୍ଷଣତା ହିଁ ତାଙ୍କର ଲୋକପ୍ରିୟତା । ଏହା ନିଃସଂକୋଚ ଭାବରେ କୁହାଯାଇପାରେ ଯେ ଆଜି ବି ହିନ୍ଦୀରେ ନୁହେଁ, ସାରା ଭାରତର ସର୍ବାଧିକ ଲୋକପ୍ରିୟ କବିମାନଙ୍କ ମଧ୍ୟରେ 'ବଚ୍ଚନ'ଙ୍କ ନାମ ସୁରକ୍ଷିତ ।

୧୯୩୫ ମସିହାରେ 'ମଧୁଶାଳା' ପ୍ରକାଶ ପାଇବାପରେ ତାଙ୍କ ନାଆଁ ଗୋଟିଏ ଗଗନଭେଦୀ ରକେଟ ପରି ତୀବ୍ରବେଗରେ ଉଠିକରି ସାହିତ୍ୟଜଗତ ଉପରେ ଛାଇଗଲା । ନିଜର ସବୁ ସହଜ ସାର୍ବଜନୀନତା ସତ୍ତ୍ୱେ 'ବଚ୍ଚନ'ଙ୍କ କବିତା ନିତାନ୍ତ ବୈକ୍ତିକ, ଆତ୍ମସ୍ଫୁର୍ତ୍ତି ଓ ଆତ୍ମକୈନ୍ଦ୍ରିକ ହୋଇଥାଏ ।

'ବଚ୍ଚନ'ଙ୍କ କବିତାର ଲୋକପ୍ରିୟତାର ପ୍ରଧାନ କାରଣ ତାଙ୍କର ସହଜତା ଓ ସରଳ ସଂବେଦନା ତାହାର ଅନୁଭୂତିମୂଳକ ସତ୍ୟତା କାରଣରୁ ଉପଲବ୍ଧ ହୋଇ ପାରିଲା ।

'ବଚ୍ଚନ' ଯେଉଁ 'ମଧୁଶାଳା' ରଚନା କଲେ ତାହା ଥିଲା ତାଙ୍କ ଯୌବନ କାଳର ଅଭିବ୍ୟକ୍ତି । 'ବଚ୍ଚନ'ଙ୍କ 'ମଧୁଶାଳା' ଅବସାଦକୁ ଦୂରକରି ରୂପ, ରସ, ଗନ୍ଧର ମତ୍ତତାକୁ ନେଇକରି ଆସିଲା । ଗୋଟିଏ ଗତି, ଲୟ ଏବଂ ପ୍ରବାହକୁ ସାଙ୍ଗରେ ନେଇକରି ଆସିଲା । ଜନତା ତାକୁ ତତକ୍ଷଣ ସ୍ୱୀକାର କଲେ ଏବଂ ତାହା ଜନତାଙ୍କ କବିତା ରୂପେ ପରିଣତ ହେଲା ।

This item is Non-Returnable

Details

  • ISBN-13: 9781645603832
  • ISBN-10: 1645603830
  • Publisher: Black Eagle Books
  • Publish Date: May 2023
  • Dimensions: 8.5 x 5.5 x 0.38 inches
  • Shipping Weight: 0.47 pounds
  • Page Count: 164

Related Categories

You May Also Like...

    1

BAM Customer Reviews